ମାଲବାହୀ ଟ୍ରେନ୍‌ର ୩ ଟି ବଗି ଲାଇନଚ୍ୟୁତ

କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି।
ଏହି ମାଲବାହୀ ଟ୍ରେନ ପାରାଦୀପ ଅଭିମୁଖେ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes