ମାଲକାନଗିରିରେ ଅଜଣା ରୋଗ, 10 ଦିନରେ 11 ମୃତ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ଏକ ଅଜଣା ରୋଗରେ ଦଶ ଦିନ ମଧ୍ୟରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି l ତେବେ ଲୋକଙ୍କୁ ଭୁଲ ଔଷଧ ଦେଇ ଚିକିତ୍ସା କରୁଥିବା ଜଣେ କ୍ଵାକକୁ ପୁଲିସ ଟିମ ଗିରଫ କରିଛି l
ଗ୍ରାମକୁ ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଦଳ ଯାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version