ମାର୍ଚ୍ଚ ୩୧ଯାଏଁ ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା

ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଟଙ୍କା ଫେରସ୍ତ ପ୍ରକ୍ରିୟା। ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବଢ଼େଇଲେ ରାଜ୍ୟ ସରକାର। ୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର। ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ କରିହେବ ଆବେଦନ। ଆବେଦନର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ ଜମାକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes