ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଶେଶ୍ବର ପାଲି ଭୀମଭୋଇ ଶିଶୁ ସଦନ ଠାରୁ ବାଲପୁର ଗ୍ରାମ ପର୍ଯ୍ୟନ୍ତ ଏକ ମାରାଥନ ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା।
ଏଥିରେ ହକି ରଥକୁ ବାଲପୁର ଗ୍ରାମରେ ସ୍ବାଗତ କରିବା ସହିତ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା।