ମାପରେ ଠକୁଥିବା ଅଭିଯୋଗରେ ୭ ଗହଣା ଦୋକାନ ଉପରେ ଆକ୍ସନ

ବର୍ଷକରେ ୭ ଦୋକାନ ଉପରେ ଆକ୍ସନ ହୋଇଛି କହିଲେ ଯୋଗାଣ ମନ୍ତ୍ରୀ।ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ ବ୍ରାଣ୍ଡର ନାଁ ଅଛି, ୮୦ ହଜାର ଜରିମାନା କରାଯାଇଛି। କେନ୍ଦୁଝରର ୩, ସମ୍ବଲପୁରର ୨, ସୁନ୍ଦରଗଡ଼ ଓ ପୁରୀର ଗୋଟିଏ ଦୋକାନରେ ଚଢ଼ାଉ ହୋଇଛି। ୪ ବର୍ଷରେ ୨୩ଟି ଗହଣା ଦୋକାନ ମାପରେ ତ୍ରୁଟି କରୁଥିବା ଧରାପଡ଼ିଛନ୍ତି। ସୋମାନଙ୍କ ନିକଟରୁ ୫ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes