ମାନସ ମଙ୍ଗରାଜ ହେଲେ ରାଜ୍ୟସଭା ପ୍ରାର୍ଥୀ

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ସଂଯୋଜକ ତଥା ବିଶିଷ୍ଟ ସାମ୍ବାଦିକ ମାନସ ମଙ୍ଗରାଜଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ପ୍ରାର୍ଥୀତ୍ୱ ପାଇଁ ଘୋଷଣା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version