ନୂଆ ବ୍ରାଣ୍ଡ ଆମ୍ବାସଡର୍ ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ ମାଧୁରୀ।
ମାଧୁରୀ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସଡର୍ ଦାୟିତ୍ବ ତୁଲାଇବେ।
Credible Local News of Odisha