ମାତ୍ର ଚାରି ଦିନରେ ଶେଷ ହେଲା ବିଧାନସଭାର ଶୀତକାଳିନ ଅଧିବେଶନ

ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେଶନରେ 30 ଟି କାର୍ଯ୍ୟଦିବସ ଥିଲେ ମଧ୍ୟ ମାତ୍ର ଚାରି ଦିନର କାର୍ଯ୍ୟ ପରେ ଆଜି ତାହା ଶେଷ ହୋଇଛି l
ନଭେମ୍ବର 21 ରୁ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର 30 ତାରିଖ ପର୍ଯ୍ୟନ୍ତ ଚାଲିବାର ଧାର୍ଯ୍ୟ ଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version