ଆଜି ବିଶ୍ୱ ମାତୃ ଦିବସ। ଏହି ଅବସର ରେ ଆନନ୍ଦପୁର ଅଞ୍ଚଳରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟା ଅସୀମା ମିଶ୍ର ଙ୍କୁ ସମ୍ମାନିତ କରାଯାଇଛି। ସେଲଫ ରିଆ ଲାଇଯେଶନ ମିଶନ, ଘଷିପୁରା ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି।

Credible Local News of Odisha