କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କ ସ୍ବାମୀ ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକ ପ୍ରତିବାଦ କରିଛନ୍ତି।
ଥାନାରେ SDPO ଓ IIC ମାଡାମ୍ଙ୍କୁ ଘେରିଲେ ଉତ୍ୟକ୍ତ ଲୋକେ। ଆଇଆଇସିଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କରିନଥିବା ଅଭିଯୋଗ ହୋଇଛି। ଶେଷରେ ସର୍ବସାଧାରଣରେ ଭୁଲ୍ ମାଗିଲେ ଆଇଆଇସିଙ୍କ ସ୍ବାମୀ।