ମାଟ୍ରିକ ଫଳର ରିଚେକିଂ ଆବେଦନ ଜୁଲାଇ 11 ରୁ

ଚଳିତ ବର୍ଷ ମାଟ୍ରିକ ଫଳ ପ୍ରକାଶ ପାଇଥିବା ବେଳେ ଫଳରେ କେହି ଅସନ୍ତୁଷ୍ଟ ଥିଲେ ଆସନ୍ତା 11 ତାରିଖରୁ 25 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ବୋଲି ଆଜି ବୋର୍ଡ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes