ମାଟ୍ରିକ ପରୀକ୍ଷା ଅନିୟମିତତା: ୩ଟି କେନ୍ଦ୍ରର ଅଧୀକ୍ଷକ ସସ୍‌ପେଣ୍ଡ

କଳାହାଣ୍ଡି, କଟକ ଓ ନୟାଗଡ଼ ଜିଲ୍ଲାର ୩ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସସପେଣ୍ଡ ହୋଇଛନ୍ତି।

ଅନ୍ୟ ଏକ କେନ୍ଦ୍ରର ୪ ଶିକ୍ଷକ ମୋବାଇଲ ରଖିବାରୁ ସସ୍‌ପେଣ୍ଡ ପାଇଁ ସୁପାରିସ୍‌ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes