ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ପାସ୍ ହାର୍ ୫୬.୨୩%

ଆଜି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ ହାର୍ ୫୬.୨୩% ଥିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ମୋଟ୍ ୩୪୫୭ ଜଣ ଫର୍ମ ପୂରଣ କରିଥିଲେ, ୧୯୮୩ ଜଣ ପାସ୍‌ ହୋଇଛନ୍ତି। ଷ୍ଟେଟ୍‌ ଓପନଡ଼୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes