ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଆହତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଟି ଗୋବିନ୍ଦପୁର ପଞ୍ଚାୟତ ଦାମପୁରରେ ଏହି ଘଟଣା ଘଟିଛି।

ରାତିରେ ଘରେ ଶୋଇଥିଲା ବେଳେ କାଳବୈଶାଖୀରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version