ମାଛ ବିକାଳିକୁ ରାସ୍ତାକଡ଼ରେ ଚାପିଦେଲା କଣ୍ଟେନର

ରାୟଗଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ମାଛ ବିକିଲା ବେଳେ ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ମାଛ ବିକାଳିର ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଛାଡି ଡ୍ରାଇଭର ଫେରାର ଅଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version