ମାଙ୍କର ଅଧିବାସ ଆରମ୍ଭ

ସୁବଳୟା ସ୍ଥିତ ବଳଦେବ କ୍ଲବ ଆନୁକୂଲ୍ୟରେ 40ତମ ଗୋକୁଳାଷ୍ଟମୀ ମହୋତ୍ସବ ର ଅଧିବାସ କାର୍ଯ୍ୟ ଗତକାଲି ସନ୍ଧ୍ୟାରେ ମା ପୌର୍ଣ୍ଣମାସୀ ଙ୍କ ପୂଜାର୍ଚନା କରାଯାଇଥିଲା ଆଜି ଠାରୁ ଗୋକୁଳାଷ୍ଟାମୀ ନାଟକ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes