ମାଗଣା ଲାପଟପ ଯୋଜନାର ଆବେଦନ ସମୟ ମେ ୧୦କୁ ବୃଦ୍ଧି

ଯୁକ୍ତ ଦୁଇ ପାସ ଛାତ୍ରଛାତ୍ରୀଙ୍କ ପାଇଁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମାଗଣା ଲାପଟପ ପାଇଁ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ ବ୍ୟବସ୍ଥାରେ ଆବେଦନ ଅବଧି ଆସନ୍ତା 10 ତାରିଖକୁ ବୃଦ୍ଧି କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes