ମାଗଣା ନାମ ଲେଖାଇବାକୁ 10,457 ପିଲା ଯୋଗ୍ୟ

ବେସରକାରୀ ସ୍କୁଲରେ 25% ସିଟରେ 3 ରୁ 7 ବର୍ଷର ପିଲାଙ୍କୁ ମାଗଣାରେ ଆଡ଼ମିସନ କରାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ପ୍ରଥମ ପର୍ଯ୍ୟାୟ ଲଟେରୀରେ 10,457 ଜଣ ପିଲା ଏଥିପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି l

ଆସନ୍ତା 30 ତାରିଖ ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes