ମା’କୁ ହତ୍ୟା କଲା ନିଶାସକ୍ତ ପୁଅ

ତେଲକୋଇ ଥାନା ଅନ୍ତର୍ଗତ ନୂଆଗାଁରେ ଘରୋଇ କଳିକୁ କେନ୍ଦ୍ର କରି ନିଶାସକ୍ତ ପୁଅ ମା ‘କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l
ପୁଲିସ ଆଜି ଅଭିଯୁକ୍ତ ପୁଅକୁ ଅଟକ ରଖି ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version