ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍ SOG ଯବାନଙ୍କ ଅପରେସନର ଭୟଙ୍କର ପରିଣାମ ଭୋଗିବ କହିଛନ୍ତି ଡିଜିପି। ‘କନ୍ଧମାଳ ଦାରିଙ୍ଗବାଡ଼ିରେ ମାଓନେତା ଶୁକ୍ରୁ ଲୁଚିଥିବା ସନ୍ଦେହରେ ଜୋରଦାର ଅପରେସନ ଚାଲିଛି।ଡେଡ୍ଲାଇନ୍ ପୂର୍ବରୁ ଓଡ଼ିଶା ମାଓମୁକ୍ତ ହେବ କହିଛନ୍ତି ଡିଜିପି।
Credible Local News of Odisha