ଓଡ଼ିଶାର ଟପ୍ ମାଓନେତା ନିଖିଲ୍ ଓରଫ ନିରଞ୍ଜନ ରାଉତ ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ସହ ଆତ୍ମସମର୍ପଣ କରିଛି।
ରାୟଗଡ଼ା ପୋଲିସ ନିକଟରେ ମୋଟ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୧୫ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୭ ମହିଳା କ୍ୟାଡର।
Credible Local News of Odisha