ମାଇନର କେନାଲରେ ନିଷ୍କାସନ ହୋଇପାରୁନାହିଁ ପାଣି

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଶେଶ୍ବରପାଲି ଗ୍ରାମକୁ ସଂଯୋଗ କରୁଥିବା ମାଇନର କେନାଲରେ ପାଣି ନିଷ୍କାସନ ହେଉନଥିବା ବେଳେ ପାଣି ଜମି ମଶାମାଛି ବୃଦ୍ଧି ହେଉଛନ୍ତି।

ଏ ନେଇ ଗ୍ରାମର ତରଣୀସେଠୀ ରଂଜନ ମହାକୁର ସୁମନ୍ତ ମହାକୁର ଅଭିଯୋଗ କରିଛନ୍ତି। ଏବାବଦରେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ପଞ୍ଚୁମାଝିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପଦକ୍ଷେପ ନିଆଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version