ମାଂସ ବୋଝେଇ ଟ୍ରକ୍‌ରେ ନିଆଁ ଲଗାଇଦେଲେ ଲୋକେ

କଟକ ଜିଲ୍ଲା ତିଗିରିଆ କଳାପଥର ରାସ୍ତାରେ ଟ୍ରକରେ ନିଆଁ ଲଗାଇଦେଲେ ଲୋକେ।

ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes