ମହୁ ସଂଗ୍ରହ ବେଳେ ଗଛରୁ ପଡ଼ି ଯୁବକ ମୃତ

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁରୁଣାପାଣି ଗାଁରେ ଏହି ଅଘଟଣ ଘଟିଛି।

ମୃତକ ସାଲେଇବେଡ଼ା ପଞ୍ଚାୟତର ଖପରଖାଇ ଗାଁର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes