ମହୁମାଛି ଆକ୍ରମଣରେ ୬ ଛାତ୍ରଛାତ୍ରୀ ଆହତ

କଟକ ଜିଲ୍ଲା ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

୬ ଆହତ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes