ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ମାଁ ଶ୍ୟାମାକାଳୀ ପୂଜା ଅବସରରେ ମହିସାଶୁର ଦରବାର ପାଇଁ ଆଜି କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବରିଷ୍ଠ କଳାକାର ଶୁଶିଲ କୁମାର ମେହେର ମହିଷାସୁର ଭୂମିକାରେ ଅଭିନୟ କରିବାର ଜଣାଯାଇଛି। ଆସନ୍ତା ୧୧ ତାରିଖ ରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହେବାର କମିଟି ପକ୍ଷରୁ ସୂଚନା ମିଳିଛି।