ମହିଶରା ପଂଚାୟତରେ ଖୋଲିଲା ଜଳଛତ୍ର କେନ୍ଦ୍ର

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ମହିଶରା ଗ୍ରାମ ପଞ୍ଚାୟତର ଯୁବ ବିଜେଡ଼ି ତରଫରୁ ଆଜି ଏକ ଜଳ ଛତ୍ର ଖୋଲାଯାଇଛି ।

ଏହି ଜଳଛତ୍ରକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ସାହୁ ଉଦଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes