ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ

ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରିଙ୍କୁ ଅନୁଗୁଳରୁ କଳାହାଣ୍ଡିକୁ ବଦଳି କରାଯାଇଥିବା ସୂଚନା ମିଳିଛି।

ଆରଆଇ ଓ ରାଇଟରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହାବିଲଦାର।ନ୍ୟାୟ ନ ମିଳିବାରୁ ଅନୁଗୁଳ ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes