ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ

ମହିଳା ସହକାରୀ ପ୍ରଫେସରଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସରଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଭିସିଙ୍କୁ ଲିଖିତ ଅଭିଯୋଗ କଲେ ମହିଳା ସହକାରୀ ପ୍ରଫେସର। ଅଭିଯୋଗ ପରେ ତଦନ୍ତ ଲାଗି କମିଟି ଗଠନ କରିଛନ୍ତି ଭିସି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes