ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍‌’

ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ମହିଳା ଡ୍ରାଇଭର ସୁଭଦ୍ରା ବସ୍‌ ଚଳାଇବେ, ଏହି ବସ୍‌ରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ।

ପୁନେରେ ଇ ବସ୍‌ ଟ୍ରେନିଂ ପରେ ଭୁବନେଶ୍ୱରରେ ଚଲାଇବେ। ଆଜି ଅପରାହ୍ଣ ୫ଟା ୩୦ରେ ୨୦ ଜଣ ମହିଳା ତାଲିମ ପାଇଁ ଯିବେ ପୁନେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes