ମହିଳା ଗଞ୍ଜେଇ ବେପାରୀର ଘର ଭାଙ୍ଗିଲା ପୋଲିସ September 9, 2025 by Odisha ଜଣେ ମହିଳା ଗଞ୍ଜେଇ ବେପାରୀଙ୍କ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଘର ଭାଙ୍ଗିଲା ପୋଲିସ।