ମହିଳା ଏଏସଆଇଙ୍କୁ ନିର୍ଯାତନା: ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ

ସୋନପୁରରେ କାର୍ଯ୍ୟରତ ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ନାଁରେ ଉଲୁଣ୍ଡା ଥାନାରେ ଧାରା ୩୫୪,୩୫୪ D(I), ୬୬(C), ୬୬(D) ମାମଲା ରୁଜୁ ହୋଇଛି।

ଅଗଷ୍ଟରେ ମହିଳା ଏଏସଆଇଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes