ମହିଳା ଆଇଆଇସିଙ୍କୁ ବ୍ଲେଡରେ ଆକ୍ରମଣ

ମୟୂରଭଞ୍ଜ ଜିଲ୍ଲା ବିଷୋଇ ଥାନା ମହିଳା ଆଇଆଇସିଙ୍କୁ ବ୍ଲେଡରେ ଆକ୍ରମଣ କରିଛି ମନ୍ଦିର ହୁଣ୍ଡି ଚୋରି ଘଟଣାର ଅଭିଯୁକ୍ତ।

ଆଇଆଇସି ଏକୁଟିଆ ଥିବାବେଳେ ହାତ, ବେକରେ ବ୍ଲେଡ୍‌ ଚୋଟ ବାଜିଛି।ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes