ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ଦୁର୍ବୃତ୍ତ ଫେରାର

ରାଇରଙ୍ଗପୁର ସହରର କାନ୍ତି ନଗର ଓ ବିକାଶ ନଗର ଅଞ୍ଚଳରୁ ଘର ସମ୍ମୁଖରୁ ଦୁଇ ମହିଳାଙ୍କ ବେକରୁ ଆଜି ଚେନ ଛିଣ୍ଡାଇ ଦୁର୍ବୃତ୍ତ ପିଛୁଳାକେ ଫେରାର ହୋଇଯାଇଛନ୍ତି।

ଦୁର୍ବୃତ୍ତ ମାସ୍କ ଓ ହେଲମେଟ ପିନ୍ଧିଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ମହିଳା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version