ସାଇବର ଠକର ଶିକାର ହୋଇଛନ୍ତି ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳର ମହିଳା। ମୁମ୍ବାଇ କୋଲାବା ଥାନା ଅଧିକାରୀ ପରିଚୟ ଦେଇ ଫୋନ୍ କରି ମାମଲା ଅଛି କହି ଗିରଫଦାରୀର ଭୟ ଦେଖାଇ ଲୁଟିନେଲା ଦୁର୍ବୃତ୍ତ।
ମହିଳାଙ୍କ ସମସ୍ତ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେଇଥିଲା ଠକ।ଥାନାରେ ଅଭିଯୋଗ ପରେ ଆନ୍ଧ୍ର ପ୍ରଦେଶ ତିରୁପତିରୁ ଜଣକୁ ଗିରଫ କରିଛି ପୁଲିସ।