ମହାଲିଙ୍ଗ କଲେଜ ରେଜିଷ୍ଟର ଜବତ

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ତଦନ୍ତ ଲାଗି କ୍ରାଇମ୍‌ବ୍ରାଞ୍ଚ ଟିମ୍ ମହାଲିଙ୍ଗ ଆଞ୍ଚଳିକ କଲେଜରେ ପହଞ୍ଚି କଲେଜର ପୁରୁଣା ରିଜୋଲ୍ୟୁସନ୍ ରେଜିଷ୍ଟର୍ ଜବତ କରିଛି।

ଏହା ପରେ ମହାଲିଙ୍ଗ କଲେଜରୁ ଗୋବିନ୍ଦଙ୍କ ଘରକୁ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes