ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଦାବି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଜୟନ୍ତୀ ଡିସେମ୍ବର ୧୭ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯିବା ନେଇ “ଓଡିଆ ଜାଗରଣ ମଞ୍ଚ” ଦାବି କରିଛି।

ଏ ନେଇ ମୟୂରଭଞ୍ଜର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ
ମାନ୍ୟବର ବାଚସ୍ପତି ଓଡିଶା ବିଧାନସଭା, ସଂସ୍କୃତିମନ୍ତ୍ରୀ ଓଡିଶା,ମହିଳା ସଶକ୍ତି କରଣ ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଶ୍ରୀଯୁକ୍ତ ରାଜକିଶୋର ଦାସ ବିଧାୟକ ମୋରୋଡା,ମାନନୀୟ ରାଜସ୍ୱ କମିଶନର ଉତ୍ତରାଞ୍ଚଳ କଟକ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes