ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର ସରକାର ଙ୍କ ଚାଉଳ ମାରଣ ନିତି ବିରୋଧରେ ଡିହଡୋଳ ଛକ ଠାରୁ ପରଜଙ୍ଗ ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା ରେ ଆସି ବ୍ଲକ ସମ୍ମୁଖରେ ଶାନ୍ତି ଶୃଙ୍ଖଳା ସହ ପ୍ରତିବାଦ ସଭା କରି କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
