ବ୍ରହ୍ମପୁର ଗୋଳନ୍ଥରା ଥାନା ମାର୍କଣ୍ଡି ଗାଁ ରଣକ୍ଷେତ୍ର ପାଲଟିଛି। ପଥର ମାଡ଼ ସହ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ୨୦ରୁ ଅଧିକ ଆହତ ହୋଇଛନ୍ତି।ଗୁରୁତର ୧୦ ଜଣଙ୍କୁ ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଛି।ଠାକୁରାଣୀ ଯାତ୍ରା ପାଇଁ ମହାଭାରତ ପ୍ରଦର୍ଶନ ବେଳେ ମୁହାଁମୁହିଁ ହୋଇଛନ୍ତି।
Credible Local News of Odisha