ମହାବଳ ବାଘ ଛାଲ ମିଳିବା ଘଟଣାରେ ୪ ଗିରଫ

କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ବୁଢୀପଦା ଗାଁ ଜଙ୍ଗଲରୁ ମହାବଳ ବାଘ ଛାଲ ମିଳିବା ଘଟଣାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ପିସିସିଏଫ୍ ଶଶୀ ପଲ୍।

ଏହି ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରିଛି ବନବିଭାଗ। ଏବେ ଗିରଫଦାରି ସଂଖ୍ୟା ୪କୁ ବୃଦ୍ଧି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes