ମହାପଦା ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ

ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ କାଲୁରିଆ ପଞ୍ଚାୟତର ମହାପଦା ଗ୍ରାମରେ ଦୋଳ ମଣ୍ଡପରେ ସାର୍ବଜନୀନ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି ।

ଗ୍ରାମର ସମସ୍ତ ବ୍ୟକ୍ତି ଏଥିରେ ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes