ମହାନଦୀ ପଠାରେ ଫସିଲେ ହାତୀ ପଲ

ଚନ୍ଦକା ଅଭୟାରଣ୍ୟରୁ ଫେରିବା ବେଳେ କଟକ ବାଙ୍କୀ ଭଗିପୁର ପଠାରେ ଫସିଲେ ହାତୀପଲ। ସୁକାଶନ ଜଙ୍ଗଲରୁ ଚନ୍ଦକା ଫେରୁଥିଲେ, ଭଗିପୁର ନଦୀ ପଠାରେ ୧୭ ହାତୀ ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes