ମହାନଦୀ ଡଙ୍ଗା ବୁଡ଼ି ଘଟଣା; ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର

ଖୋଜାଖୋଜି ପରେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଉଦ୍ଧାରଙ୍କ ମଧ୍ୟରେ ୩ ମହିଳା ଓ ୩ ବାଳକ ଥିବା ସୂଚନା ମିଳିଛି। କାଲି ଜଣଙ୍କର ମୃତଦେହ ମିଳିଥିଲା। ଏବେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes