ମହାନଦୀ ଜଳ ବିବାଦ ମାମଲା: ଆସନ୍ତା ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ

ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଥିବା ବେଳେ ଆସନ୍ତା ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ ହେବ।

ଓଡ଼ିଶା-ଛତିଶଗଡ଼ର ବୈଷୟିକ ଟିମ୍ ବୈଠକ କରିବେ। ମହାନଦୀ ବେସିନର ପରିସୀମା ଦ୍ୱନ୍ଦ୍ୱକୁ ନେଇ ବୈଠକ ବସିବ। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes