ମହାନଦୀରେ ଯାତ୍ରୀଙ୍କ ସହ ଭାସିଗଲା ଡ଼ଙ୍ଗା, ଉଦ୍ଧାର ଉଦ୍ୟମ

ପାରାଦୀପରୁ ମହାକାଳପଡ଼ାର ବାହାକୁଦ ଘାଟକୁ ଆସୁଥିବା ଏକ ଡ଼ଙ୍ଗା ଆଜି ଅପରାହ୍ନରେ ପ୍ରାୟ 30/40 ଯାତ୍ରୀଙ୍କ ସହ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ଖବର ମିଳିଛି l
ସ୍ରୋତ ମଧ୍ୟରେ ଡଙ୍ଗାଟିକୁ ଲଙ୍ଗର ପକାଇ ରଖାଯାଇଥିବା ଜଣାପଡିଛି l
ଯାତ୍ରୀ ମାନଙ୍କୁ ଉଦ୍ଧାର ପାଇଁ ମେରାଇନ ବୋଟ ଯାଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes