ମହାନଦୀରୁ ନାବାଳକର ମୃତଦେହ ଉଦ୍ଧାର

କଟକ ବାଙ୍କୀ ନରାଜ ନିକଟ ମହାନଦୀରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି।

ମୃତ ନାବାଳକର ପରିଚୟ ମିଳିନ ଥିବାବେଳେ ବୟସ ୧୧/୧୨ ବର୍ଷ ଅନୁମାନ କରାଯାଉଛି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes