ମହାତ୍ମାଗାନ୍ଧି ଯୋଗଜିଲ୍ଲାର ବାର୍ଷିକ ଉତ୍ସବ

ଭାରତୀୟ ଯୋଗ ସଂସ୍ଥାନ ଓଡ଼ିଶା ପ୍ରାନ୍ତର ମହାତ୍ମା ଗାନ୍ଧି ଯୋଗ ଜିଲ୍ଲାର ବାର୍ଷିକ ଉତ୍ସବ ସ୍ଥାନୀୟ ୟୁନିଟ 3ସ୍ଥିତ ଶିଶୁ ଉଦ୍ୟାନ ପାର୍କରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବେ ଓପିଏସ ନାରାୟଣ ଦୋରା ଯୋଗ ଦେଇଥିଲେ l ଏଥିରେ ବିଭିନ୍ନ ପ୍ରକାର ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes