ମର୍ଯ୍ୟାଦା ପାଇଁ ରାଜ୍ୟସଭା ନିର୍ବାଚନବଲଢ଼ିବୁ: ଭକ୍ତ

ରାଜ୍ୟସଭା ନିର୍ବାଚନ ନେଇ ପିସିସି ସଭାପତି ଭକ୍ତ ଦାସ ଏହି ପ୍ରତିକ୍ରିୟା ରଖିଛନ୍ତି। ଦିନେ ଦୁଇ ଦିନ ଭିତରେ ନୀବନଙ୍କ ସହ ଭେଟଘାଟ ହେବ।ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି, ସମ୍ଭାବନାକୁ ନେଇ ଚେଷ୍ଟା କରିବା ରାଜନୀତିରେ ଅପରାଧ ନୁହଁ। ଆମେ ଜାଣିଛୁ ଜିତିପାରିବୁନି, ଦଳର ମର୍ଯ୍ୟାଦା ପାଇଁ ଲଢ଼ିବୁ। ବିପକ୍ଷ ଦଳ ପାଇଁ ସୁଯୋଗ ଅଛି କହିଲେ ଭକ୍ତ ଦାସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes