ମନ୍ଦିର ସେବାୟତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ମନ୍ଦିର ସେବାୟତ ସଂଘ ପକ୍ଷରୁ ବାରିପଦା ଠାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିରେ ଉଲ୍ଲେଖ ହୋଇଛି ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଗହଣା ଓ ସମ୍ପତ୍ତିର ପୁନରୁଦ୍ଧାର ହେଉ, ରୀତିନୀତି ସଠିକ ଭାବେ ଓ ସଠିକ ସମୟରେ ପରିଚାଳନା ହେଉ, ସେବାୟତଙ୍କ ମାସିକ ଭତ୍ତା ବୃଦ୍ଧି ସହ ଇପିଏଫ ବ୍ୟବସ୍ଥା କରାଯାଉ ଓ ବାରିପଦା ଦେବତ୍ୱର ବିଭାଗ ପାଇଁ ସତନ୍ତ୍ର ଅଧିକାରୀ ନିଯୁକ୍ତ କରିବା ପାଇଁ ଜଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes