ମନ୍ଦିର ଉନ୍ନତି କରଣ କାର୍ଯ୍ୟର ଶିଳା ନ୍ୟାସ କଲେ ବିଧାୟକ

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ଵର ଶିବ ମନ୍ଦିର ପରିସରରେ ମଙ୍ଗଳବାର ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିର ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ମନ୍ଦିରର ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।

ସ୍ଥାନୀୟ ସରପଞ୍ଚ ବିନତି ବାନରା ,ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ବିଡ଼ିଓ ଶିବଶଙ୍କର ମୁର୍ମୁ, ଯନ୍ତ୍ରୀ ଲାଖାଇ ମୁର୍ମୁ, , ଅଜୟ କୁମାର ଦାଶ, ଅରୁଣ ମିଶ୍ର, ଯୁଗଳ ଦାଶ ,ବଇଧର ସାହୁ, ସନା ତନ ଦାଶ, ନାରାୟଣ ବାରିକ, ଅଜୟ କୁମାର ବେହେରା,ପ୍ରଶାନ୍ତ ଭଞ୍ଜ, ରଞ୍ଜନ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes